ଧର୍ମ

ବେଦ ବିଚାର: ସବୁର ଚାବି ବେଦ

ମୂର୍ତ୍ତିପୂଜା, ଛୁଆଁଅଛୁଆଁ ଜାତିଭେଦ, ଗୁଣିଗାରେଡି, ଡେଉଁରିଆ, ତାବିଜ, ଫଳିତ ଜ୍ୟୋତିଷ, ଝଡାଫୁଙ୍କା, ନବଗ୍ରହ ପୂଜା, ଅନ୍ଧବିଶ୍ୱାସ, ବଳିପ୍ରଥା, ମାଂସାହାର, ମଦ୍ୟପାନ, ବହୁବିବାହ, ବାଲ୍ୟବିବାହ ଆଦି ବୈଦିକ ଧର୍ମରେ ନିଷେଧ କରାଯାଇଛି ।ମାନବର ଅଜ୍ଞାନରୁ ଜ୍ଞାନକୁ ଓ ଆସକ୍ତିରୁ ଅନାସକ୍ତିକୁ ଯିବାର ଯେ ରୁଦ୍ଧଦ୍ବାର ରହିଛି ତାକୁ ଖୋଲିବାର ଚାବିକାଠି ହେଉଛି ବେଦ । ସଂସାରର ଅନ୍ଧ ଗଳିରେ ପଥହରା ମାନବଠାରେ ଦିବ୍ୟଚେତନା ଭରିଦେବାକୁ ହେଲେ ବେଦ ଉପନିଷଦ, ଦର୍ଶନ ଶାସ୍ତ୍ର ଆଦି ସତଶାସ୍ତ୍ର ସ୍ୱାଧ୍ୟାୟ କରିବା ଆମର ପରମ କର୍ତ୍ତବ୍ୟ ।

Most Popular

To Top