ଧର୍ମ

ବେଦ ବିଚାର: ସୂର୍ଯ୍ୟ ସକଳ ଶକ୍ତିର ଆଧାର

ଯେଉଁ ଈଶ୍ୱର ସୂର୍ଯ୍ୟାଦି ସମସ୍ତ ତେଜସ୍ୱୀ ପଦାର୍ଥର ଆଧାର, ଯିଏ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଜଗତର ଅଦ୍ଵିତୀୟ ସ୍ୱାମୀ, ଯିଏ ଜଗତର ଉତ୍ପତ୍ତି ପୂର୍ବରୁ ଥିଲେ ଏବଂ ଯିଏ ପୃଥିବୀଠାରୁ ଆରମ୍ଭ କରି ସୂର୍ଯ୍ୟ ପର୍ଯ୍ୟନ୍ତ ସମସ୍ତ ଜଗତ ସୃଷ୍ଟି କରି ଅଛନ୍ତି ସେହି ଦେବାଧିଦେବ ପରମାତ୍ମାଙ୍କୁ ପ୍ରତ୍ୟେହ ଆମ ସ୍ନେହ ଓ ଭକ୍ତି ଅର୍ଘ୍ୟ ଅର୍ପଣ କରିବା ।

Most Popular

To Top