ବିଶେଷ

ବେଦ ବିଦ୍ୟାର୍ଥୀଙ୍କ ବେଦ ବିଚାର

ତର୍ପଣ କହିଲେ ଯେଉଁ କର୍ମ ଦ୍ୱାରା ବିଦ୍ୱାନ ରୂପକ ଦେବ, ଋଷି ଓ ପିତରଙ୍କୁ ତୃପ୍ତ କରାଯାଏ ତାକୁ ତର୍ପଣ କୁହାଯାଏ !ଅର୍ଥାତ ମାତା, ପିତା, ଆଚାର୍ଯ୍ୟ (ଗୁରୁ )ଆଦିଙ୍କୁ ପ୍ରତ୍ୟେହ ପ୍ରାତଃକାଳରେ ଚରଣ ସ୍ପର୍ଶ ପୂର୍ବକ ପ୍ରଣାମ କରିବା, ଭୋଜନ, ବସ୍ତ୍ରାଦି ପ୍ରଦାନ କରି ତୃପ୍ତ କରିବା ତଥା ସେମାନଙ୍କ ପକ୍ଷପାତରହିତ ଧର୍ମାନୁକୁଳ ଆଦେଶ ପାଳନ ଓ ଇଛା ପୂରଣ ନିମନ୍ତେ ଯଥାଶକ୍ତି ପ୍ରଯତ୍ନ ପୂର୍ବକ ସେମାନଙ୍କୁ ପ୍ରସନ୍ନ ରଖିବାକୁ ତର୍ପଣ କୁହାଯାଏ !ନଦୀ ଜଳରେ ଠିଆ ହୋଇ ହାତରେ ଜଳ ଟେକିବା ତର୍ପଣ ନୁହେଁ !ଏହା ବେଦ ବିଚାର !

Most Popular

To Top