କ୍ରୀଡା

ବୟସ ଦୋଷ

ବୟଷ ହେଲା କାଳ। ବୟସ ଲୁଚାଇ କରି ଫସିଲେ ୨୩ ବର୍ଷରୁ କମ ଓଡିଶାଦଳର ୨ ଜଣ ଯୁବ ଖେଳାଳି। ଦୁଇ ବର୍ଷ ପାଇଁ ବିସିସିଆଇ କଲା ନିଲମ୍ବନ। ଏହି ଦୁଇଜଣ ହେଲେ ସୌଭାଗ୍ୟ ରଞ୍ଜନ ମିଶ୍ର ଓ ଜମଲା ଭଞ୍ଜନ ମହାପାତ୍ର। ୧୯୯୬ ମସିହାର ଜନ୍ମ ପ୍ରମାଣ ପତ୍ର ଦେଇଥିବା ବେଳେ ଅସଲରେ ତାଙ୍କ ଜନ୍ମ ୧୯୯୯ ବୋଲି ଜନ୍ମ ପ୍ରମାଣ ପତ୍ରରୁ ଜଣାପଡିଲା। ତେଣୁ ବିସିସିଆଇ ଆଣ୍ଟି ଡୋଫି ତଥା ବୟଷ ଯାଞ୍ଚ କମିଟି ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

10 + sixteen =

Most Popular

To Top