ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
ଅବିଭକ୍ତ କଟକ

ଭଲକାମ: “ସେବା” ର ଜନସେବା

ନିଆଳି ବ୍ଲକ ଅନ୍ତର୍ଗତ ଦେବୀ କଦଂଳ ଦିପାଞ୍ଚଳ ସ୍ଥିତ ସ୍ବେଚ୍ଛାସେବୀ ସଂଗଠନ “ସେବା” ତରଫରୁ ସମଗ୍ର ବିଶ୍ବ ରେ ଆତଙ୍କ ଖେଳାଇ ଥିବା ମହାମାରି “କରୋନା” ଭାଇରସ ଉପରେ ସଚେତନତା କାର୍ଯ୍ୟକ୍ରମ ଏବଂ ରନ୍ଧନ ଖାଦ୍ୟ ବଣ୍ଟନ କରାଯାଇଛି ।

କରୋନା ପାଇଁ ସରକାର ଲକ୍ ଡାଉନ ଜାରି କରିଥିବା ବେଳେ ସରକାରୀ ନୀୟମକୁ ସମ୍ମନ ଜଣାଇ ଅନୁଷ୍ଠାନର ସଦସ୍ୟ ମାନେ ୨/୩ ଜଣଙ୍କୁ ନେଇ ଏକାଧିକ ଦଳ ବିଭାଜିତ ହୋଇ ଅଞ୍ଚଳରେ ଲକ୍ ଡାଉନ୍ କାର୍ଯ୍ୟରେ ନିଯୁକ୍ତ ଥିବା ସରକାରୀ ଅଧିକାରୀ, ବୁଲା ଜୀବଯନ୍ତୁଙ୍କୁ ଆହାର ବିତରଣ କରିଥିଲେ। ଅନୁଷ୍ଠାନର ଏପରି କାର୍ଯ୍ୟକୁ ସାଧାରଣରେ ସ୍ବାଗତ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

Quis autem vel eum iure reprehenderit qui in ea voluptate velit esse quam nihil molestiae consequatur, vel illum qui dolorem?

Temporibus autem quibusdam et aut officiis debitis aut rerum necessitatibus saepe eveniet.

ସପ୍ତାହ ଶେଷରେ..... ଚର୍ଚ୍ଚିତ ଖବରର ବ୍ୟବଚ୍ଛେଦ.... ସ୍ବତନ୍ତ୍ର କାର୍ଯ୍ୟକ୍ରମ... "ଶୁଣ ସୁଜନ" ଆମଖବର ସହ ଯୋଡ଼ି ହେବାକୁ ଛାହାନ୍ତିକି ? ଯୋଗାଯୋଗ କରନ୍ତୁ ୮୨୪୯୯୧୫୧୬୧
To Top