ଗ୍ରାମୀଣ ଓଡିଶା

ମରି ପଡିଛନ୍ତି ଷଣ୍ଢ ! Report: Ramesh Pradhanକଟକ କଣ୍ଟାପଡା ଓ ବାରଙ୍ଗ ବ୍ଲକ ସୀମାନ୍ତ ଗହୀରରେ ଏକାଧିକ ଷଣ୍ଢଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ଖବର ଆସୁଛି। ତେବେ ଏ ସମ୍ପର୍କରେ କେହିକିଛି ତଥ୍ୟ ଦେବାକୁ ଇଚ୍ଛା କରୁନଥିବାରୁ ଘଟଣାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Most Popular

To Top