ଜାତୀୟ ଅନ୍ତର୍ଜାତୀୟ

ମହାରାଷ୍ଟ୍ରର ମହା ବିବାଦ

ମହାରାଷ୍ଟ୍ରର ରାଜନୀତି ରେ ଘଡିକେ ଘୋଡା ଛୁଟୁଥିବା ବେଳେ ଏନେଇ ରାୟ ଶୁଣାଇଛନ୍ତି ଭାରତର ସର୍ବୋଚ୍ଚ ନାୟାଳୟ। ଫ୍ଲୋର ଟେଷ୍ଟ୍ ପାଇଁ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ର ତିନି ଜଣିଆ ଖଣ୍ଡପୀଠ। ଆସନ୍ତା କାଲି ୫ଟା ସୁଦ୍ଧା ଏହା କରାଯିବ। ଯେଉଁଥିରେ ସିକ୍ରେଟ ବାଲାଟ୍ ବ୍ୟବହାର କରାଯାଇ ପାରିବନାହିଁ। ଏତଦ୍ ବ୍ୟତୀତ ଏହି ସମୟର ସିଧା ପ୍ରସାରଣ କରାଯିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

two × three =

Most Popular

To Top