ରାଜଧାନୀ

ରାଜଧାନୀରେ ହତ୍ୟାକାଣ୍ଡ

ରାଜ୍ୟ ରାଜଧାନୀର ଛାତି ଉପରେ ଆଜି ଏକ ନିର୍ମମ ହତ୍ୟାକାଣ୍ଡ ଘଟଣା ସାରା ରାଜଧାନୀ କୁ ଦୋହଲାଇ ଦେଇଛି।ଅପରାଧୀ ମାନେ କିପରି ଖୁଲମ ଖୋଲା ଅପରାଧ ଘଟିଇବାକୁ ସାହସ କରୁଛନ୍ତି ତାର ଏକ ନଗ୍ନ ଉଦାହରଣ ସାମ୍ନାକୁ ଆସିଛି।

ଘଟଣା ଘଟିଛି ଲକ୍ଷ୍ମୀସାଗର ଅଞ୍ଚଳରେ। ଏହି ଅଞ୍ଚଳରେ ଥିବା ସୁକାନ୍ତି ଡ଼ର୍ମିଟୋରୀରେ ଜଣେ ଯୁବକଙ୍କୁ ଗଳା କାଟି ଜଘନ୍ଯ ଭାବେ ହତ୍ଯା କରାଯାଇଛି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Click to comment

Leave a Reply

Your email address will not be published. Required fields are marked *

seventeen − three =

Most Popular

To Top