ରାଜ୍ୟ

ଲକ୍ ଡାଉନ୍ BREAKING

ଆଜି ଲକ୍ ଡାଉନ୍ ର ଦ୍ବତୀୟ ଦିନରେ ବିଭିନ୍ନ ଢ଼ଙ୍ଗରେ ନୀୟମ ଭାଙ୍ଗିବା ଅଭିଯୋଗରେ ସାରା ରାଜ୍ୟରେ ମୋଟ ୧୪୯ଟି ମାମଲା ଦାୟର ହୋଇଛି। ସେଥିମଧ୍ୟରୁ ୧୩୭ଟି ଲକ୍ ଡାଉନ୍ ଉଲଂଘନ,୫ଟି ହୋମ୍ କ୍ବାରେଣ୍ଟାଇନ୍ ଉଲଂଘନ ଓ କରୋନା ସମ୍ପର୍କିତ ବିଭିନ୍ନ ଅଭିଯୋଗରେ ଆଉ ୭ଟି ମାମଲା ଦାୟର ହୋଇଛି।

Click to comment

Leave a Reply

Your email address will not be published. Required fields are marked *

17 + 9 =

Most Popular

To Top