ରାଜ୍ୟ

ଶଶି ଗଲେ କେନ୍ଦ୍ରାପଡା

ଏଇମାତ୍ର ଖବର ମୁତାବକ ପୁର୍ବତନ ରାଜ୍ୟସଭା ସାଂସଦ,ବିଧାୟକ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ନେଇ ଲାଗିରହିଥିବା ସବୁ ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଛି। ଶେଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶଶିଙ୍କୁ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଶଶିଙ୍କୁ ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ଜୟଦେବ ପରେ ନିଆଳୀ ଓ କାକଟପୁର ନିର୍ବାଚନ ମଣ୍ଡଳୀରେ ଥଇଥାନ ଚିନ୍ତାକରି ଦଳ ବିଫଳ ହେବାପରେ ଶେଷରେ ଆଜି କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଘୋଷଣା କରିଛି।

Click to comment

Leave a Reply

Your email address will not be published. Required fields are marked *

18 − 9 =

Most Popular

To Top