ରାଜ୍ୟ

ସରକାରଙ୍କ ଘୋଷଣା:ଡ୍ରାଇଭର ହେଲପର୍ ହେଲେ ବିମାଭୁକ୍ତ

କରୋନା ଯୁଦ୍ଧରେ ସାମିଲ ହୋଇଥିବା ଡ୍ରାଇଭର,ହେଲପର୍ ଓ ଆର୍ ଟି ଓ କର୍ମଚାରୀଙ୍କୁ ୫୦ଲକ୍ଷ ଟଙ୍କାର ବିମାଭୁକ୍ତ କରିଛନ୍ତି ରାଜ୍ୟ ସରକାର। ଅତ୍ୟାବଶ୍ୟକୀୟ ସାମଗ୍ରୀ ସହ କରୋନା ମୁକାବବିଲା ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ଏହି ବିମାରେ ସାମିଲ ହୋଇଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

8 − 6 =

Most Popular

To Top