ରାଜଧାନୀ

ସାଂସଦ ଅପରାଜିତା ସମର୍ଥକଙ୍କ ନାମରେ ଅଭିଯୋଗ

ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି।ଆକ୍ରମଣ କରିଥିବା ଲୋକମାନେ ସାଂସଦ ଅପରାଜିତାଙ୍କ ସମର୍ଥକ ବୋଲି ଅଭିଯୋଗ ହୋଇଛି। ରାଜନୈତିକ ବିରୋଧାଭାଷ କାରଣରୁ ଏପରି ଆକ୍ରମଣ ହୋଇଥିବା ଉଲ୍ଲେଖ କରାଯାଇଛି।ଖାରବେଳ ନଗର ପୋଲିସ ତଦନ୍ତ ଆରମ୍ଭ କରିଛି।

Click to comment

Leave a Reply

Your email address will not be published. Required fields are marked *

11 − three =

Most Popular

To Top