ଧର୍ମ

ସୁର ଚ୍ଛୋଟରାୟଙ୍କ ବଡ଼ କଥା

ବିଶ୍ୱାସୀ ମଣିଷ ବା ସେହିପରି ବିଶ୍ଵସ୍ଥ ମିତ୍ର ନହେଲେ ଜୀବନର ସମସ୍ତ ଗୋପନୀୟତାକୁ ପ୍ରକାଶ କରିବା ଉଚିତ ନୁହେଁ ! ଆମ କଥାକୁ ଯେ ଭଲ ଭାବରେ ଶୁଣି, ବିଚାର କରି ସୁସଙ୍ଗଠିତ ମତାମତ ଦେଉଥିବେ ତାଙ୍କୁ ସହଯୋଗୀ ବା ମିତ୍ର ଭାବରେ ଗ୍ରହଣ କରାଯାଇ ପାରେ ! ମାତ୍ର ଯାହାର ମତାମତ ଅସୁବିଧାରେ ପକାଇଥାଏ ସେପରି ମିତ୍ରଠାରୁ ଧୀରେ ଧୀରେ ଦୂରେଇ ରହିବାକୁ ଚେଷ୍ଟା କରିବା ଉଚିତ ! ଯଦି ଏପରି କାହାସହିତ ବି ମିତ୍ରତା ସ୍ଥାପିତ ହୋଇ ନପାରୁଛି ତେବେ ପରମାତ୍ମାଙ୍କ ସହିତ ମିତ୍ରତା ସ୍ଥାପନ କଲେ ଜୀବନରେ ହାରି ଯିବାର ଆଶଙ୍କା ଆଦୌ ନଥାଏ !

Most Popular

To Top