ରାଜ୍ୟ

ସୁସ୍ଥ ଅଛନ୍ତି ବିଜୟ ମହାନ୍ତି

ବରିଷ୍ଠ ଓଲିଉଡ ଅଭିନେତା ବିଜୟ ମହାନ୍ତି ସୁସ୍ଥ ଅଛନ୍ତି।ତାଙ୍କର ମୃତ୍ୟୁ ନେଇ ଗୁଜବ ପ୍ରଚାର ହୋଇଛି।ଯାହା ବିଜୟ ପ୍ରେମୀଙ୍କୁ ମର୍ମାହତ କରିଛି।ତେବେ ବିଜୟ ସୁସ୍ଥଥିବା ଣାପଡିବା ପରେ ଆନନ୍ଦ ପ୍ରକାଶ ପାଇଛି।ଏପରି ମିଥ୍ୟା ଗୁଜବକାରୀ ଏପରି ଅପପ୍ରଚାରରୁ ନିବୃତ୍ତ ରହିବାକୁ ଅନୁରୋଧ କରାଯାଇଛି।

Most Popular

To Top