ଅବିଭକ୍ତ କଟକ

ସ୍କୁଲ୍ ଅଫ ହୋଟେଲ ମ୍ୟାନେଜମେଣ୍ଟ୍ ଆଣ୍ଡ ଟୁରିଜିମର ପ୍ରତିଷ୍ଠା ଦିବସ

ପାହାଳ ସ୍ଥିତ ଭୁବନେଶ୍ଵର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ କିସ୍ ର ସାମାଜିକ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଧନା ମିଶ୍ର ଏବଂ ଆମ୍ରପଲୀ ରିସୋର୍ଟର ନିର୍ଦ୍ଦେଶକ ଅଶ୍ବିନୀ ମହାପାତ୍ର ଉଦଘାଟନ କରିବା ସହ ହୋଟେଲ ଶିଳ୍ପକୁ ନିଜର କ୍ୟାରିୟର କରିବାକୁ ଆଗେଇ ଆସିଥିବା ଛାତ୍ର ଛାତ୍ରୀ ମାନେ ଏକ ଉପଯୁକ୍ତ ପ୍ଲାଟଫର୍ମରେ ପହଞ୍ଚିଛନ୍ତି ବୋଲି କହିଥିଲେ। ରାଜ୍ୟ ତଥା ଦେଶ ବିଦେଶରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ ବୋଲି ଅତିଥିମାନେ ମତବ୍ଯକ୍ତ କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

18 − 6 =

Most Popular

To Top