ରାଜଧାନୀ

ସ୍ମାର୍ଟ ସିଟର ରାଜରାସ୍ତା ରେ ନିଆଁ

ଭୁବନେଶ୍ୱର ଜୟଦେବ ବିହାର ଏକାମ୍ର ପାର୍କ ରାସ୍ତା ଅବରୋଧ କଲେ ବିଜୁ ପଟ୍ଟନାୟକ କଲେଜ ଛାତ୍ରଛାତ୍ରୀ।+୨ କାଉନସିଲ୍ ପରୀକ୍ଷା ପାସ କରିବା ବାଧ୍ୟତାମୂଳକ ନ କରିବା ଦାବି ନେଇ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାସ୍ତାରେ ଜାଳିଲେ ଟାୟାର।

Click to comment

Leave a Reply

Your email address will not be published. Required fields are marked *

thirteen − 11 =

Most Popular

To Top