ଅବିଭକ୍ତ କଟକ

ସ୍ୱତନ୍ତ୍ର ଜାତୀୟ ସେବା ଯୋଜନା ଶିବିର ଶେଷ

ଉଦୟନାଥ ସ୍ୱୟଂ ଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ସେବା ଶିବିର ଉଯାପନ ହେଇ ଯାଇଛି ମହାବିଦ୍ୟାଳୟ ର ଅଧ୍ୟକ୍ଷ. ପ୍ରଫେସର. ଦୈତ୍ୟାରି ସିଂ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ. ପ୍ରଫେସର. ଡ ସେକ କଲିମୁଲ୍ଲା. ମୁଖ୍ୟ ବକ୍ତା ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗ ର ମୁଖ୍ୟ ପ୍ରଫେସର ଲିଙ୍ଗରାଜ ମିଶ୍ର. ବାଣିଜ୍ୟ ବିଭାଗ ର ପ୍ରାଧ୍ୟାପକ. ପ୍ରଫେସର. ଶ୍ରୀକାନ୍ତ କୁମାର ମହାପାତ୍ର, ରାଜନୀତି ବିଜ୍ଞାନ ଅଧ୍ୟାପିକା ଜ୍ଞାନଞ୍ଜଳି ପରିଡା, ସମାଜସେବା ବିଭାଗ ର ମୁଖ୍ୟ ଅଧ୍ୟାପିକା ବିଶ୍ଵକଳ୍ପିତା ମହାନ୍ତି, ଯୋଗ ବିଭାଗ ର ମୁଖ୍ୟ ଅଧ୍ୟାପକ ସନ୍ତୋଷ କୁମାର ମାଝୀ ପ୍ରମୁଖ ଯୋଗ ଦେଇ ସଭା କୁ ସାଫଲ୍ୟ ମଣ୍ଡନ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ସ୍ୱେଚ୍ଛାସେବୀ ଯଯାତି କେଶରୀ ସାହୁ, ଗୀତା ପାଠ କରିଥିଲେ ସୋନାଲି ତ୍ରିପାଠୀ, ଏବଂ ଧନ୍ୟବାଦ ଦେଇଥିଲେ ଦିବ୍ୟସିଂହ ସେଠି, ୭ଦିନ ଧରି ଚାଲିଥିବା ଶିବିର ରେ ପ୍ରତ୍ୟେକ ଦିନ ବିଭିନ୍ନ ବିଭାଗ ର ବକ୍ତା ତାଙ୍କର ବକ୍ତୃତା ପ୍ରଦାନ କରିଥିବା ବେଳେ ସ୍ୱେଚ୍ଛାସେବୀ ମାନେ ପୋଷ୍ୟ ଗ୍ରାମ ବେଢ଼ାସାହି ରେ ସ୍ଵଚ୍ଚ ଭାରତ, ସଚେତନତା ଓ ପ୍ରଥପ୍ରାନ୍ତ ନାଟକ, ରାଲି,ଓ ବୁକ୍ଷ ରୋପଣ ପରି ବିଭିନ୍ନ କାର୍ଯ୍ୟକ୍ରମ ଥିଲେ..ଏହି ଶିବିର ରେ ୭୫ଜଣ ସ୍ୱେଚ୍ଛାସେବୀ ଭାଗ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରିଥିଲେ। ସିଦ୍ଧାନ୍ତ ନାୟକ, ବିସ୍ମୟ ପାତ୍ର, ଜିସlନ ମହମ୍ମଦ, ସ୍ଵରାଜ୍ୟ କୁମାର ଦାସ, ପାୟଲ ମିଶ୍ର, ସିଦ୍ଧାନ୍ତ ଭଟ୍ଟ, ବିଭବ ରଞ୍ଜନ ମହାନ୍ତି, ସବିତା ସାହୁ, ରୁପାରାଣୀ ବରାଳ, ସୌଭାଗ୍ୟ ରଞ୍ଜନ ବେହେରା, ଓ ଆରତୀ ପତି ପ୍ରମୁଖ ସହ ଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

sixteen − 15 =

Most Popular

To Top