ଜାତୀୟ ଅନ୍ତର୍ଜାତୀୟ

ହେବନି ରଥଯାତ୍ରା !!!

ଚଳିତ ବର୍ଷ ରଥ ଯାତ୍ରା ଉପରେ ନିଶେଦ୍ଧାଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏଇମାତ୍ର ନ୍ୟାୟାଳୟର ନିର୍ଦ୍ଦେଶକୁ ନେଇ ଗଣମାଧ୍ୟମରେ ପ୍ରଚାର ଆରମ୍ଭ ହୋଇଛି । ଗୋଟିଏ ପଟେ ରାଜ୍ୟ ସରକାର ଏ ବାବଦରେ ବିଚାର ବିମର୍ଷ ଚଳାଇଥିବା ବେଳେ ସର୍ବୋଚ ନ୍ୟାୟାଳୟଙ୍କ ଏପରି ନିର୍ଦ୍ଦେଶ ଭବିଷ୍ୟତରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଏହି ମାନବୀୟ ଲୀଳାକୁ କି ଋପ ନେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Most Popular

To Top