ଅବିଭକ୍ତ କଟକ

BIG BREAKING: କଟକ ଅନନ୍ଦରପୁରରେ ନାଳକୁ ଖସିଲା କାର୍

କଟକ ଅନ୍ଦର୍ ପୁର ପୋଲ ନିକଟରେ ଏକ ଟେଟ୍ରା କାର ସଫେଇ ପୋଲ ତଳକୁ ଗଳି ପଡ଼ିଛି। କାରରେ ଥିବା ଲୋକ ସଂଖ୍ୟା ଅସ୍ପଷ୍ଟ ଥିବା ବେଳେ ଗାଡି ଚାଳକକୁ ଗୁରୁତର ଆହତ ଅବସ୍ଥାରେ ପୋଲିସ ଓ ଅଗ୍ନିଶ୍ରମ ବିଭାଗ ଦ୍ଵାରା ଉଧାର କରା ଯାଇ ଏସ୍ ସି ବିକୁ ଚିକିତ୍ସା ପାଇଁ ପଠା ଯାଇଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ସୂଚନା ମିଳୁଛି।

Most Popular

To Top