ଅବିଭକ୍ତ କଟକ

BIG BREAKING: ତେଲେଙ୍ଗାପେଣ୍ଠରେ ଦୁର୍ଘଟଣା,୩ମୃତ (ରିପୋର୍ଟ: ରମଶ ପ୍ରଧାନ)

କଟକ ଭୁବନେଶ୍ୱର ଜାତୀୟ ରାଜପଥର ତେଲେଙ୍ଗାପେଣ୍ଠରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଗତକାଲି ବିଳମ୍ବିତ ରାତିରେ ଗୋଟିଏ କାର୍ ନାଳ ଭିତରକୁ ପଶିଯିବାରୁ ଏପରି ଘଟଣା ଘଟିଥିବା କୁହାଯାଉଛି।ତେବେ ମୃତକଙ୍କ ପରିଚୟ ଜଣା ପଡିନଥିବା ବେଳେ ଦୁର୍ଘଟଣାଗ୍ରସ୍ତ କାରକୁ କଟକ ସଦର ପୋଲିସ ଜବତ କରିଛି।

Most Popular

To Top