ଜାତୀୟ ଅନ୍ତର୍ଜାତୀୟ

BREAKING: ରଥଯାତ୍ରା

ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ସମ୍ପର୍କରେ ଗଜପତି ମହାରାଜାଙ୍କ ସହ କଥା ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଅମିତ ଶାହା କଥା ହୋଇଥିବା ସୂଚନା ମିଳିଛି। ଶାହା କଥା ହେବା ନେଇ ବିଜେପି ସଭାପତି ସମୀର ମହାନ୍ତିଙ୍କ ସୂଚନା।

Most Popular

To Top