ରାଜଧାନୀ

CORONA BREAKING: ପଞ୍ଚମ ଆକ୍ରାନ୍ତଙ୍କ ନାମ ଘୋଷଣା, ସୂର୍ଯ୍ୟନଗର ସିଲ୍

ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତ ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲେ ସରକାର । ତାଙ୍କ ନାମ ପ୍ରଦୀପ୍ତ ଦଳବେହେରା। ସେ ଭୁବନେଶ୍ୱର ସୂର୍ଯ୍ୟନଗର ପ୍ଲଟ୍ ନଂ ୩୭ ଓ ୟୁନିଟ୍ ୭ର ବାସିନ୍ଦା। ତାଙ୍କ ବୟସ ୬୦ବର୍ଷ। ସମ୍ବାଦିକ ସମ୍ମିଳନୀରେ ଘୋଷଣା ଏପରି କଲେ ବିଏମସି କମିଶନର।

ଲୋକଙ୍କ ସୁବିଧା ପାଇଁ ପରିଚୟ ଜଣାଇବା ଜରୁରୀ ଅଛି ବୋଲି କହିଲେ କମିଶନର। ତାଙ୍କ ସହ ଯଦି କେହି ସଂସ୍ପର୍ଶରେ ଆସିଥିଲେ ତେବେ ହୋମ୍ କ୍ବାରେନଟାଇନ୍ ରେ ରହିବାକୁ ଅନୁରୋଧ କଲେ କମିଶନର। ଯେଉଁଥିପାଇଁ ସମ୍ପୂର୍ଣ୍ଣ ସୂର୍ଯ୍ୟନଗରକୁ ସିଲ୍ କଲା କମିଶନରେଟ ପୋଲିସ। ଗଙ୍ଗନଗର ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତା ବନ୍ଦ।

Click to comment

Leave a Reply

Your email address will not be published. Required fields are marked *

11 + eighteen =

Most Popular

To Top