ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧଦିବସ
ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀର ବୀରହରେକୃଷ୍ଣପୁର ଶାସନରେ ୧୭୩୯ ମସିହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଅଁଳା ନବମୀ ତିଥିରେ ପିତା ଚାନ୍ଦ ରାଜଗୁରୁ ଏବଂ ମାତା ହାରାମଣି ଦେବୀଙ୍କ କୋଳମଣ୍ଡନ କରିଥିଲେ ଜୟୀ ରାଜଗୁରୁ। ହରେକୃଷ୍ଣପୁର ଶାସନର ପ୍ରଥମ ଦାନଧ୍ୟକ୍ଷ ଥିବା ଗଦାଧର ରାଜଗୁରୁଙ୍କ ଦାୟାଦ ଜୟୀ ରାଜଗୁରୁ କେବଳ ରାଜ ପୁରୋହିତ ନ ଥିଲେ, ଜ୍ଞାନୀ, ଗୁଣୀ, ଭାଷାବିତ୍, ରାଜନୈତିକ ପରାମର୍ଶଦାତା ଏବଂ ଶାସ୍ତ୍ର ବିଶାରଦ ଭାବେ ସେ ଥିଲେ ପରିଚିତ। ଜୟୀ ରାଜଗୁରୁ…


