ସମୁଦାୟ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଭାରତ ନିକଟରେ ଅସ୍ତ୍ର ରହିଛି
ନୂଆଦିଲ୍ଲୀ: ସମୁଦାୟ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଭାରତ ନିକଟରେ ଅସ୍ତ୍ରଶସ୍ତ୍ର ରହିଛି । ଭାରତ ସୀମାନ୍ତରେ ରହି ଅଥବା ଦେଶ ଭିତରୁ ମଧ୍ୟ ପାକିସ୍ତାନର ଯେକୋ÷ଣସି ଅଞ୍ଚଳ ଉପରେ ଆକ୍ରମଣ କରିବାକୁ ସମର୍ଥ ବୋଲି ଭାରତୀୟ ସେନାର ଲେଫଟନାଣ୍ଟ ଜେନେରାଲ ସୁମେର ଇଭାନ ଡି କୁହ୍ନା କହିଛନ୍ତି । ଆର୍ମି ଏୟାର ଡିଫେନ୍ସର ମହାନିଦେ୍ର୍ଦଶକ ଡି କୁହ୍ନା କହିଛନ୍ତି ଯେ, ଭବିଷ୍ୟତର କୋ÷ଣସି ଆକ୍ରମଣ ଆଶଙ୍କାରେ ପାକିସ୍ତାନ ତାହାର ସାମରିକ ଘାଟିକୁ ରାଓଲପିଣ୍ଡିରୁ ଅନ୍ୟତ୍ର ସ୍ଥାନାନ୍ତର…
