ନିଯୁକ୍ତି ସୃଷ୍ଟିକାରୀ ରପ୍ତାନୀ ଭିତ୍ତିକ ଅଭିବୃଦ୍ଧି ପାଇଁ ପଦକ୍ଷେପ ସଂପର୍କରେ ଆଲୋଚନା
ଭୁବନେଶ୍ୱର: ସମାବେଶୀ ବିକାଶ ନିମନ୍ତେ ମଧ୍ୟବର୍ତ୍ତୀକାଳୀନ ଅଭିବୃଦ୍ଧି ନିମନ୍ତେ ରଣନୈତିକ ପଦକ୍ଷେପ, ରାଜ୍ୟ ଅର୍ଥନୈତିକ ସର୍ବେକ୍ଷଣ ୨୦୨୫-୨୬ ଏବଂ ଏଥିପାଇଁ ଆବଶ୍ୟକ ପରାମର୍ଶ ନିମନ୍ତେ ପରାମର୍ଶଦାତା ପରିଚାଳନା କମିଟି (ସିଏମସି) ବୈଠକ ଲୋକସେବା ଭବନ ଠାରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ଅର୍ଥନୈତିକ ସର୍ବେକ୍ଷଣ ୨୦୨୫-୨୬ର ରୂପରେଖ ଏବଂ ନିଯୁକ୍ତି ସୃଷ୍ଟିକାରୀ ରପ୍ତାନୀ ଭିତ୍ତିକ ଅଭିବୃଦ୍ଧି ପାଇଁ ରାଜ୍ୟର ରଣନୈତିକ ପଦକ୍ଷେପ ନିଆଯିବା…


