ଷ୍ଟାର୍ଟଅପ୍ ଓଡ଼ିଶା ଦ୍ଵାରା ‘ଏକ୍ସ-ଚେଞ୍ଜ ପ୍ରୋଗ୍ରାମ୍’ ଏବଂ ‘ଲଞ୍ଚପ୍ୟାଡ୍ ୨୦୨୫’

ଭୁବନେଶ୍ୱର: ରାଜ୍ୟରେ ଷ୍ଟାର୍ଟଅପ୍ ପରିବେଶକୁ ସୁଦୃଢ  କରିବାସହ ନବସୃଜନର ସମ୍ଭାବନାକୁ ବଢାଇବା ପାଇଁ ଏମଏସଏମଇ ବିଭାଗ ସହାୟତାରେ ଷ୍ଟାର୍ଟଅପ୍ ଓଡ଼ିଶା,’ଏକ୍ସ-ଚେଞ୍ଜ ପ୍ରୋଗ୍ରାମ୍’ ଏବଂ ‘ଲଞ୍ଚପ୍ୟାଡ୍ ୨୦୨୫ ଆୟୋଜିତ ହୋଇଯାଇଛି l  ଭୁବନେଶ୍ୱରର ଓ-ହବ୍, ଓଡ଼ିଶା ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ ସେଣ୍ଟରରେ ଆୟୋଜିତ କର୍ମଶାଳାରେ ଇନକ୍ୟୁବେଟର୍ ମାନଙ୍କୁ ଦକ୍ଷତା ବିକାଶ ଓ ନବସୃଜନର ବିଭିନ୍ନ ଦିଗ ଉପରେ ତାଲିମ ଦିଆଯାଇଥିଲା l ଏହା ସହ ଷ୍ଟାର୍ଟଅପ୍ ଓଡ଼ିଶା ଲଞ୍ଚପ୍ୟାଡ୍ ୨୦୨୫ : ଇନକ୍ୟୁବେଟର ଇଣ୍ଡକ୍ସନ୍ ଏବଂ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ…

ଚୀନରେ ଆର୍ଥିକ ସଙ୍କଟ: ଖର୍ଚ୍ଚ କାଟ ପାଇଁ ସରକାରଙ୍କ ନିଦେ୍ର୍ଦଶ

ବେଜିଂ: ଚୀନର କମୁ୍ୟନିଷ୍ଟ ସରକାର ସରକାରୀ କାର୍ଯ୍ୟକ୍ରମ ଆୟୋଜନରେ ଖର୍ଚ୍ଚ କାଟ କରିବାକୁ କଡା ନିଦେ୍ର୍ଦଶ ଦେଇଛନ୍ତି । ସରକାରୀ କର୍ମଚାରୀ, ଅଧିକାରୀମାନେ ସେମାନଙ୍କର ଭ୍ରମଣ, ଖାଦ୍ୟ ଓ ଅଫିସ ସ୍ଥାନ ଆଦି ବାବଦରେ ଖର୍ଚ୍ଚ କାଟ କରିବାକୁ ସେମାନଙ୍କୁ କୁହାଯାଇଛି । ଦେଶର ଆର୍ଥିକ ସ୍ଥିତି ସୁଧାରିବା ଏବଂ ରାଜକୋଷ ଉପରେ ଆର୍ଥିକ ବୋଝ ଲାଘବ କରିବା ନିମନ୍ତେ ଦେଶର ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ କମୁ୍ୟନିଷ୍ଟ ପାର୍ଟି ପକ୍ଷରୁ ଏହି ମର୍ମରେ କଡା ନିଦେ୍ର୍ଦଶ…

ଉତ୍କଳିକାର ୬୭ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ଵର: ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା)ର ୬୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ମୁଖ୍ୟ କାର୍ୟ୍ୟାଳୟଠାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଓଡ଼ିଶାର ଉତ୍କୃଷ୍ଟ ହସ୍ତଶିଳ୍ପକୁ ଆଗେଇ ନେବାରେ ଉତ୍କଳିକାର ଭୂମିକା ଅତୁଳନୀୟ ବୋଲି ସେ କହିଥିଲେ । ଉତ୍କଳିକା ସଭାପତି ଦେବସ୍ମିତା…