ଏସିଡ ଆକ୍ରମଣ ଉଦ୍ୟମ ପଣ୍ଡ: ଅପରାଧୀକୁ ମାଡିବସିଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏସିଡ ଆକ୍ରମଣରୁ ଜଣେ ଯୁବତୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ସ୍ଥାନୀୟ ଜନସାଧାରଣଙ୍କ ସଜାଗ ଦୃଷ୍ଟି ଯୋଗୁଁ ଏସିଡ ଆକ୍ରମଣରୁ ଯୁବତୀ ବର୍ତ୍ତିଯାଇଥିବାବେଳେ ଲୋକମାନେ ଏସିଡ ପକାଇବାକୁ ଆସିଥିବା ଅପରାଧୀକୁ ଧରି ପୋଲିସ ଜିମା ଦେଇଛନ୍ତି । ଘଟଣା ଘଟିଛି ସହିଦ ନଗର ଅଞ୍ଚଳରେ । ଅଭିଯୁକ୍ତ ଜଣକ ନିଜର ଦୁଇ ସାଥୀଙ୍କ ସହିତ ଉକ୍ତ ଯୁବତୀଙ୍କ ଉପରେ ଏସିଡ ପକାଇବାକୁ ଯାଉଥିବା ଦେଖି ସେଠାରେ ଥିବା ଲୋକମାନେ ତୁରନ୍ତ ତାକୁ କାବୁ…

ସମୁଦାୟ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଭାରତ ନିକଟରେ ଅସ୍ତ୍ର ରହିଛି

ନୂଆଦିଲ୍ଲୀ: ସମୁଦାୟ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଭାରତ ନିକଟରେ ଅସ୍ତ୍ରଶସ୍ତ୍ର ରହିଛି । ଭାରତ ସୀମାନ୍ତରେ ରହି ଅଥବା ଦେଶ ଭିତରୁ ମଧ୍ୟ ପାକିସ୍ତାନର ଯେକୋ÷ଣସି ଅଞ୍ଚଳ ଉପରେ ଆକ୍ରମଣ କରିବାକୁ ସମର୍ଥ ବୋଲି ଭାରତୀୟ ସେନାର ଲେଫଟନାଣ୍ଟ ଜେନେରାଲ ସୁମେର ଇଭାନ ଡି କୁହ୍ନା କହିଛନ୍ତି । ଆର୍ମି ଏୟାର ଡିଫେନ୍ସର ମହାନିଦେ୍ର୍ଦଶକ ଡି କୁହ୍ନା କହିଛନ୍ତି ଯେ, ଭବିଷ୍ୟତର କୋ÷ଣସି ଆକ୍ରମଣ ଆଶଙ୍କାରେ ପାକିସ୍ତାନ ତାହାର ସାମରିକ ଘାଟିକୁ ରାଓଲପିଣ୍ଡିରୁ ଅନ୍ୟତ୍ର ସ୍ଥାନାନ୍ତର…

ସ୍ୱର୍ଣ୍ଣମନ୍ଦିରକୁ ଟାର୍ଗେଟ କରିଥିଲେ ପାକିସ୍ତାନୀ ସେନା

ଅମୃତସର: ପହଲଗାଓଁରେ ଆତଙ୍କବାଦୀଙ୍କ ଦ୍ୱାରା ନରସଂହାର ପରେ ପାକିସ୍ତାନ ପକ୍ଷରୁ ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ସୀମା ଆରପଟୁ ଗୁଳି ଚାଳନା କରାଯିବା ପରେ ଭାରତ ‘ଅପରେସନ ସିନ୍ଦୁର’ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଭାରତୀୟ ସେନା ପାକିସ୍ତାନ ମଧ୍ୟରେ ରହିଥିବା ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ତାହାକୁ ଧ୍ୱଂସ କରିଦେଇଥିବାବେଳେ ପାକିସ୍ତାନ କୋ÷ଣସି ବାଟ ନପାଇ ଭାରତର ଧର୍ମୀୟ ସ୍ଥଳ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲା । ଏହା ଅମୃତସରସ୍ଥିତ…

ଦିଲ୍ଲୀ ବାହାରକୁ ସ୍ଥାନାନ୍ତରିତ ହେବ ତିହାର ଜେଲ

ନୂଆଦିଲ୍ଲୀ: ଦିଲ୍ଲୀ ବାହାରକୁ ଚର୍ଚ୍ଚିତ ତିହାର ଜେଲ ସ୍ଥାନାନ୍ତରିତ ହେବ । ସେଠାରେ ଯେତିକି ବନ୍ଦୀଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି ତାହାର ଦୁଇଗୁଣ ବନ୍ଦୀ ରହୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଜଣେ ଅଧିକାରୀ କହିଛନ୍ତି, ତିହାରର ୧ରୁ ୯ ନମ୍ବର ପର୍ଯ୍ୟନ୍ତ ଜେଲରେ ମୋଟ ୫ହଜାର ବନ୍ଦୀ ରହିବା ବ୍ୟବସ୍ଥା ଥିବାବେଳେ ସେଠାରେ ଏବେ ବନ୍ଦୀଙ୍କ ସଂଖ୍ୟା ୧୨ ହଜାରରେ ପହଞ୍ଚିଛି । ଯେଉଁଥିପାଇଁ ତିହାର ଜେଲକୁ ସମ୍ପୂର୍ଣ୍ଣ ଭାବରେ ପଶ୍ଚିମ ଦିଲ୍ଲୀରୁ…

ନାର୍କୋ କୋର୍ଡିନେସନ ସେଣ୍ଟରର ୫ମ ରାଜ୍ୟସ୍ତରୀୟ ବୈଠକ

ଭୁବନେଶ୍ୱର: ନିଷେଧ ନିଶା ଦ୍ରବ୍ୟର ବେଆଇନ୍ ଚୋରା ଚାଲାଣକୁ ରୋକିବା ସଂପର୍କରେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧିନସ୍ଥ ନାର୍କୋ କୋର୍ଡିନେସନ ସେଣ୍ଟର ତରଫରୁ ୫ମ ରାଜ୍ୟସ୍ତରୀୟ ବୈଠକ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ ଓ୍ୱାଇ.ବି ଖୁରାନିଆ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଉପ-ମହାନିର୍ଦ୍ଦେଶକ ହିତେଶ…