ଜନଜାତିଙ୍କ ଜୀବିକାରେ ଉନ୍ନତି ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର: ରାଜ୍ୟରେ ଜନଜାତିଙ୍କ ଜିବିକାରେ ଉନ୍ନତି ପାଇଁ କୃଷି ସହଯୋଗୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଯୋଗାଇବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବାର୍ଷିକ ହିସାବ ରିପୋର୍ଟ ଦାଖଲ କରିବା ଏବଂ ଉତ୍ତରଦାୟିତ୍ୱ ଉପରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତି। ବୁଧବାର ଦିନ ରାଜଭବନର ମିନି କନଫରେନ୍ସ ହଲ ଠାରେ ରାଜ୍ୟର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA) ସମ୍ପର୍କିତ ୨୦୨୩ ଆର୍ଥିକ ବର୍ଷ ପାଇଁ କମ୍ପଟ୍ରଲର ଏବଂ ଅଡିଟର ଜେନେରାଲ (CAG) ରିପୋର୍ଟର ପର୍ଯ୍ୟବେକ୍ଷଣ…


