ସାହିତ୍ୟ ଜୀବନ ଏବଂ ମୂଲ୍ୟବୋଧକୁ ଆକାର ଦିଏ, ନୈତିକ ଭାବନାକୁ ବିସ୍ତାର କରେ: ରାଜ୍ୟପାଳ
ଭୁବନେଶ୍ୱର: ସାହିତ୍ୟ ଏକ ପରିବର୍ତ୍ତନକାରୀ ଶକ୍ତି। ଏହା କେବଳ ଏକ କଳାତ୍ମକ ରୂପ ନୁହେଁ ବରଂ ଏକ ଶକ୍ତି ଯାହା ଜୀବନ ଓ ମୂଳବୋଧକୁ ଆକାର ଦିଏ, ସହାନୁଭୂତିକୁ ପୋଷଣ କରେ ଏବଂ ନୈତିକ ଭାବନାକୁ ବିସ୍ତାର କରେ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତ। ନଭେମ୍ବର ୨୯ ତାରିଖ ଶନିବାର ଦିନ ଭୁବନେଶ୍ୱର ଠାରେ ଶିକ୍ଷା ଓ ଅନୁସନ୍ଧାନ (SOA) ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଠାରେ ସୋଆ(SOA) ସାହିତ୍ୟ ମହୋତ୍ସବର ତୃତୀୟ ସଂସ୍କରଣକୁ…


