ଜାତୀୟ ସ୍ତରରେ ପ୍ୟାଲିଏଟିଭ୍ କେୟାର୍ ସର୍ବଶ୍ରେଷ୍ଠ ଅଭ୍ୟାସ ପାଇଁ ପ୍ରଥମ ସ୍ଥାନରେ ଓଡିଶା
ଭୁବନେଶ୍ଵର : ଜାତୀୟସ୍ତରରେ ବିଶ୍ୱ ହସ୍ପିସ୍ ଏବଂ ପ୍ୟାଲିଏଟିଭ୍ କେୟାର୍ ଦିବସ ୨୦୨୫ ଭୁବନେଶ୍ୱରର ବାଗଚି କରୁଣାଶ୍ରୟ ପ୍ୟାଲିଏଟିଭ୍ କେୟାର୍ ସେଣ୍ଟରରେ ପାଳିତ ହୋଇଛି। ଓଡିଶା ରାଜ୍ୟକୁ ଜାତୀୟ ସ୍ତରରେ ପ୍ୟାଲିଏଟିଭ୍ କେୟାର୍ ର ସର୍ବଶ୍ରେଷ୍ଠ ଅଭ୍ୟାସ ପାଇଁ ପ୍ରଥମ ସ୍ଥାନ ପୁରସ୍କାର ଦିଆଯାଇଥିଲା। ମେଘାଳୟ ଓ ରାଜସ୍ଥାନ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଡିଡିଜି ଡକ୍ଟର ଆଲୋକ ମାଥୁର, ଡାଇରେକ୍ଟର ଅଫ୍ ପବ୍ଲିକ୍ ହେଲ୍ଥ୍ (DPH) ଡକ୍ଟର…


