ଖରାରେ ବଢୁଛି ମାଟିପାତ୍ରର ଚାହିଦା: ସଉକ ସହ ଶରୀରର ସୁସ୍ଥତା ପାଇଁ ମାଟି ପାତ୍ର କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ: ବଢୁଛି ଖରା, ଖୋଜା ପଡିଛି ମାଟି ପାତ୍ର । ଦିନକୁ ଦିନ ଖରାର ମାତ୍ରା ଏତେ ଅଧିକ ହେବାରେ ଲାଗିଛି ଯେ ମଣିଷ ସକାଳ ୧୧ଟା ପରେ ଘରୁ ପଦାକୁ ଗୋଡ କାଢି ପାରୁନି । ଆଉ ଦିନ ଦ୍ବିପହରେ ମୁଣ୍ଡଫଟା ଖରାରେ ମଣିଷ ଜୀବନ ବି ଚାଲିଯିବାରୁ ଭୟ ଘାରୁଛି । ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମର ପ୍ରବାହ ନେଇ ସତର୍କ ଘଣ୍ଟି ଜାରି କରାଯାଉଥିବା ବେଳେ ଏହି ଗ୍ରୀଷ୍ମକୁ ଦୃଷ୍ଟିରେ ଲୋକେ ଏସି, ଫ୍ରିଜ କିଣୁଥିବା ଦେଖିବାକୁ ମିଳୁଛି । ଖରାରୁ ଆସି ଲୋକେ ଫ୍ରିଜ୍ ଖୋଲି ହଠାତ୍ ଢକଢକ କରି ଥଣ୍ଡା ପାଣି ପିଇଯାଉଥିବା ବେଳେ ଡାକ୍ତର କିନ୍ତୁ  ଫ୍ରିଜର ଥଣ୍ଡା ପାଣି ପିଇବାକୁ ବାରଣ କରୁଛନ୍ତି । ଫ୍ରିଜ୍ ପାଣି ବଦଳରେ ମାଟି ହାଣ୍ଡି ପାଣି କିମ୍ବା ମାଟିପାତ୍ରରେ ଥିବା ପାଣି ପିଇବାକୁ ପରାମର୍ଶ ଦେଉଛନ୍ତି । ଯାହା ଫଳରେ ବଜାରରେ ଏବେ ମାଟି ପାତ୍ରର ଚାହିଦା ଅନେକ ରହିଛି ।

Leave a Reply

Your email address will not be published. Required fields are marked *