ଖରାରେ ବଢୁଛି ମାଟିପାତ୍ରର ଚାହିଦା: ସଉକ ସହ ଶରୀରର ସୁସ୍ଥତା ପାଇଁ ମାଟି ପାତ୍ର କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ: ବଢୁଛି ଖରା, ଖୋଜା ପଡିଛି ମାଟି ପାତ୍ର । ଦିନକୁ ଦିନ ଖରାର ମାତ୍ରା ଏତେ ଅଧିକ ହେବାରେ ଲାଗିଛି ଯେ ମଣିଷ ସକାଳ ୧୧ଟା ପରେ ଘରୁ ପଦାକୁ ଗୋଡ କାଢି ପାରୁନି । ଆଉ ଦିନ ଦ୍ବିପହରେ ମୁଣ୍ଡଫଟା ଖରାରେ ମଣିଷ ଜୀବନ ବି ଚାଲିଯିବାରୁ ଭୟ ଘାରୁଛି । ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମର ପ୍ରବାହ ନେଇ ସତର୍କ ଘଣ୍ଟି ଜାରି କରାଯାଉଥିବା ବେଳେ ଏହି ଗ୍ରୀଷ୍ମକୁ ଦୃଷ୍ଟିରେ ଲୋକେ ଏସି,…