ପ୍ରକୃତି ପ୍ରେମରେ ସଚିନ: କାଜିରଙ୍ଗା ଜାତୀୟ ଉଦ୍ୟାନରେ ସଫାରୀର ମଜାନେଲେ କ୍ରିକେଟ କିମ୍ବଦନ୍ତୀ

ଆସାମ: କାଜିରଙ୍ଗା ଜାତୀୟ ଉଦ୍ୟାନରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ଜଙ୍ଗଲ ସଫାରୀର ମଜାନେଲେ ସଚିନ । ଆସାମ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରେ ସେ ଏକ ଜିପରେ ବସି ଜଙ୍ଗଲ ବୁଲିଥିଲେ ଏବଂ ପ୍ରକୃତି ଭିତରେ ନିଜକୁ ହଜାଇ ଖୋଲା ଆକାଶ ତଳେ ମଜା ନେଇଥିଲେ । ଆସାମ: କାଜିରଙ୍ଗା ଜାତୀୟ ଉଦ୍ୟାନରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ଜଙ୍ଗଲ ସଫାରୀର ମଜାନେଲେ…

ଡାକ୍ତର ନାଁରେ ସୈତାନ ! ଅସ୍ତ୍ରୋପଚାର କଲା ନକଲି ଡାକ୍ତର, ଚାଲିଗଲା ୭ ହୃଦରୋଗୀଙ୍କ ଜୀବନ

ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଇତି ମଧ୍ୟରେ ଡାକ୍ତରଙ୍କୁ ଗିରଫ କରାଯାଇଛି । ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଡାକ୍ତର ଏନ୍ ଜନ୍ କାଇମ୍ ନାମକ ଜଣେ ବ୍ୟକ୍ତି ଦମୋହସ୍ଥିତ ମିଶନ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କରୁଥିଲେ । ଉକ୍ତ ବ୍ୟକ୍ତିଙ୍କ ପ୍ରକୃତ ନାମ ନରେନ୍ଦ୍ର ବିକ୍ରମାଦିତ୍ୟ ଯାଦବ । ନରେନ୍ଦ୍ର ବିକ୍ରମାଦିତ୍ୟ ଯାଦବ ବ୍ରିଟେନର ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ପ୍ରଫେସର ଜନ୍ କାଇମଙ୍କ ନାମ ବ୍ୟବହାର କରି ରୋଗୀଙ୍କୁ ବିଭ୍ରାନ୍ତ କରି…

ଖରାରେ ବଢୁଛି ମାଟିପାତ୍ରର ଚାହିଦା: ସଉକ ସହ ଶରୀରର ସୁସ୍ଥତା ପାଇଁ ମାଟି ପାତ୍ର କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ: ବଢୁଛି ଖରା, ଖୋଜା ପଡିଛି ମାଟି ପାତ୍ର । ଦିନକୁ ଦିନ ଖରାର ମାତ୍ରା ଏତେ ଅଧିକ ହେବାରେ ଲାଗିଛି ଯେ ମଣିଷ ସକାଳ ୧୧ଟା ପରେ ଘରୁ ପଦାକୁ ଗୋଡ କାଢି ପାରୁନି । ଆଉ ଦିନ ଦ୍ବିପହରେ ମୁଣ୍ଡଫଟା ଖରାରେ ମଣିଷ ଜୀବନ ବି ଚାଲିଯିବାରୁ ଭୟ ଘାରୁଛି । ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମର ପ୍ରବାହ ନେଇ ସତର୍କ ଘଣ୍ଟି ଜାରି କରାଯାଉଥିବା ବେଳେ ଏହି ଗ୍ରୀଷ୍ମକୁ ଦୃଷ୍ଟିରେ ଲୋକେ ଏସି,…