ଡାକ୍ତର ନାଁରେ ସୈତାନ ! ଅସ୍ତ୍ରୋପଚାର କଲା ନକଲି ଡାକ୍ତର, ଚାଲିଗଲା ୭ ହୃଦରୋଗୀଙ୍କ ଜୀବନ
ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଇତି ମଧ୍ୟରେ ଡାକ୍ତରଙ୍କୁ ଗିରଫ କରାଯାଇଛି । ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଡାକ୍ତର ଏନ୍ ଜନ୍ କାଇମ୍ ନାମକ ଜଣେ ବ୍ୟକ୍ତି ଦମୋହସ୍ଥିତ ମିଶନ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କରୁଥିଲେ । ଉକ୍ତ ବ୍ୟକ୍ତିଙ୍କ ପ୍ରକୃତ ନାମ ନରେନ୍ଦ୍ର ବିକ୍ରମାଦିତ୍ୟ ଯାଦବ । ନରେନ୍ଦ୍ର ବିକ୍ରମାଦିତ୍ୟ ଯାଦବ ବ୍ରିଟେନର ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ପ୍ରଫେସର ଜନ୍ କାଇମଙ୍କ ନାମ ବ୍ୟବହାର କରି ରୋଗୀଙ୍କୁ ବିଭ୍ରାନ୍ତ କରି…
