ଆନ୍ତର୍ଜାତିକ ସମବାୟ ଦିବସ ପାଳିତ
ଭୁବନେଶ୍ଵର : ଓଡିଶା ରାଜ୍ୟ ସମବାୟ ୟୁନିୟନ ଆନୁକୂଲ୍ୟରେ ୧୦୩ତମ ଆନ୍ତର୍ଜାତିକ ସମବାୟ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ହାଉସିଂ ବୋର୍ଡ ଛକ, ବୁଦ୍ଧ ମନ୍ଦିରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଯୋଗ ଦେଇ କହିଥିଲେ, ସେବା ହିଁ ସମବାୟର ମୂଳ ଧର୍ମ। ସମବାୟ ଅନୁଷ୍ଠାନକୁ “ୱାନ୍ ଷ୍ଟପ୍ ସପ୍ରେ ପରିଣତ କରି ଗ୍ରାମୀଣ ଜୀବନରେ ଆବଶ୍ୟକ ହେଉଥିବା ସମସ୍ତ…


