ଚୀନରେ ଆର୍ଥିକ ସଙ୍କଟ: ଖର୍ଚ୍ଚ କାଟ ପାଇଁ ସରକାରଙ୍କ ନିଦେ୍ର୍ଦଶ
ବେଜିଂ: ଚୀନର କମୁ୍ୟନିଷ୍ଟ ସରକାର ସରକାରୀ କାର୍ଯ୍ୟକ୍ରମ ଆୟୋଜନରେ ଖର୍ଚ୍ଚ କାଟ କରିବାକୁ କଡା ନିଦେ୍ର୍ଦଶ ଦେଇଛନ୍ତି । ସରକାରୀ କର୍ମଚାରୀ, ଅଧିକାରୀମାନେ ସେମାନଙ୍କର ଭ୍ରମଣ, ଖାଦ୍ୟ ଓ ଅଫିସ ସ୍ଥାନ ଆଦି ବାବଦରେ ଖର୍ଚ୍ଚ କାଟ କରିବାକୁ ସେମାନଙ୍କୁ କୁହାଯାଇଛି । ଦେଶର ଆର୍ଥିକ ସ୍ଥିତି ସୁଧାରିବା ଏବଂ ରାଜକୋଷ ଉପରେ ଆର୍ଥିକ ବୋଝ ଲାଘବ କରିବା ନିମନ୍ତେ ଦେଶର ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ କମୁ୍ୟନିଷ୍ଟ ପାର୍ଟି ପକ୍ଷରୁ ଏହି ମର୍ମରେ କଡା ନିଦେ୍ର୍ଦଶ…


