ସ୍ଵାବଲମ୍ବନ, ସ୍ୱାଧୀନତା, ସ୍ୱାଭିମାନ ଓ ସମୃଦ୍ଧିର ପ୍ରତୀକ ‘ଖଦି’
ଭୁବନେଶ୍ୱର: ଖଦି କେବଳ ବସ୍ତ୍ର ନୁହେଁ, ଏହା ସ୍ଵାବଲମ୍ବନ, ସ୍ୱାଧୀନତା, ସ୍ୱାଭିମାନ ଓ ସମୃଦ୍ଧିର ପ୍ରତୀକ। ଏହା ପରିବେଶ ଅନୁକୂଳ। ଗ୍ରାମୀଣ ରୋଜଗାରର ବଳିଷ୍ଠ ମାଧ୍ୟମ ଖଦି ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣିସମ୍ପଦ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। କଟକ ଜିଲ୍ଲା ମାଣିଆବନ୍ଧ ବୁଦ୍ଧ ମଣ୍ଡପଠାରେ ୪୨ ଗୋଟି ଖଦି ସଂସ୍ଥାକୁ ଖଦି ସହାୟକ ଉପକରଣ ବଣ୍ଟନ ଅବସରରେ ସେ ଏହା କହିଛନ୍ତି। ପ୍ରତ୍ୟେକ ଖଦି ଅନୁଷ୍ଠାନକୁ ୪…


