ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା
ଭୁବନେଶ୍ଵର: ରପ୍ତାନି ଉନ୍ନୟନ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଥାନୀୟ ନୟାପଲ୍ଲୀସ୍ଥିତ ରପ୍ତାନି ଭବନ ସମ୍ମିଳନୀ କକ୍ଷରେ “ସରକାରୀ ଅଧିକାରୀଙ୍କ ପାଇଁ ଯୋଜନା ସମ୍ବନ୍ଧୀୟ ଦକ୍ଷତା ବିକାଶ କର୍ମଶାଳା”ଆୟୋଜିତ ହୋଇଯାଇଛି। ସରକାରୀ ଅଧିକାରୀ ଓ ବାଣିଜ୍ୟ ବିକାଶ ସେବା ପ୍ରଦାନକାରୀ ସଂସ୍ଥା ମଧ୍ୟରେ ଉତ୍ତମ ସମନ୍ୱୟ ବୃଦ୍ଧି, ଏମ୍ଏସ୍ଏମ୍ଇ ଯୋଜନା ବିଷୟରେ ବ୍ୟାପକ ସଚେତନତା, ସମୟ ଉପଯୋଗୀ ସେବା ପ୍ରଦାନ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କୁ ଅଧିକ ଦକ୍ଷ କରିବାରେ ଏହି କର୍ମଶାଳା ସହାୟକ ହେବ। କାର୍ଯ୍ୟକ୍ରମର ଆରମ୍ଭରେ…


