ବାଂଲାଦେଶୀ ବିବାଦ: ଭୁବନେଶ୍ୱର ମେୟରଙ୍କ ବିରୋଧରେ ବିକ୍ଷୋଭ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ବାଂଲାଦେଶୀଙ୍କୁ ସମର୍ଥନ କରି ମନ୍ତବ୍ୟ ଦେବା ପ୍ରତିବାଦରେ ତାଙ୍କ ବିରୋଧରେ ବିକ୍ଷୋଭ ଜାରି ରହିଛି । ମେୟର ଶୁକ୍ରବାର ନୟାପଲ୍ଲୀସ୍ଥିତ ୱାର୍ଡ ନମ୍ବର ୩୯ର ଏକ ନୂଆ କାର୍ଯ୍ୟାଳୟ କୋଠା ଉଦଘାଟନ କରିବାକୁ ପହଞ୍ଚିବା ସମୟରେ ତାଙ୍କୁ ଜନସାଧାରଣଙ୍କ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯିବା ସହିତ ତାଙ୍କ ବିରୋଧରେ ଲେଖାଥିବା ପ୍ଲା କାର୍ଡ ଧରି ବିକ୍ଷୋଭ କରାଯାଇଥିଲା । ସୂଚନଯୋଗ୍ୟ ଯେ ନିକଟରେ ମେୟର ଶ୍ରୀମତୀ ଦାସ…

ଇଡିକୁ ଗାଳିଦେଲେ ସୁପ୍ରିମକୋର୍ଟ – ସବୁ ସୀମା ଟପିଯାଉଛ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦେଶାଳୟକୁ ସୁପ୍ରିମକୋର୍ଟ ଗାଳିଦେବା ସହିତ ତାହା ସମସ୍ତ ସୀମା ଟପିଯାଉଛି ଏବଂ ସଂଘୀୟ ଶାସନ ବିଚାରଧାରା ଉଲ୍ଲଂଘନ କରୁଥିବା କହିଛନ୍ତି । ତାମିଲନାଡୁରେ ସରକାରୀ ପରିଚାଳିତ ମଦ ଦୋକାନଗୁଡିକ ଉପରେ ଚଳିତ ବର୍ଷ ମାର୍ଚ୍ଚ ଏବଂ ଗତ ସପ୍ତାହରେ ଇଡି ପକ୍ଷରୁ ଚଢଉ କରାଯିବା ମାମଲାରେ ସୁପ୍ରିମକୋର୍ଟ ଏଭଳି କହିଛନ୍ତି । କ୍ଷୁବ୍ଧ ସର୍ବୋଚ୍ଚ ନ୍ୟାୟାଳୟ ଇଡିକୁ ବର୍ତ୍ତମାନ ଚୁପ୍‌ ରହିବାକୁ କହିଛନ୍ତି । ମଦ ପରିବହନ, ବାର ଲାଇସେନ୍ସ ପ୍ରଦାନ ଏବଂ ବୋତଲ…