୨୦୨୫ ବର୍ଷ ପାଇଁ ବନ୍ୟାପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର : ୨୦୨୫ବର୍ଷ ପାଇଁ ବନ୍ୟାପ୍ରସ୍ତୁତି ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯ।ଇଛି । ବୈଠକରୁ ଜଣାଯାଇଛି ଯେ, ବନ୍ୟା ପରିଚାଳନା ପାଇଁ ସମସ୍ତ ଡିଭିଜନ, ସର୍କଲ ଏବଂ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବନ୍ୟା ନିୟନ୍ତ୍ରଣ କକ୍ଷଗୁଡ଼ିକ ୧ଜୁନ୍ ୨୦୨୫ରୁ ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଚବିଶ ଘଣ୍ଟିଆ(୨୪x୭) କାର୍ଯ୍ୟକ୍ଷମ ହେବ ଏବଂ ତତସହିତ ସର୍ବୋଚ୍ଚ ଯନ୍ତ୍ରୀ, ଜଳସମ୍ପଦ ବିଭାଗ, ସେଚ ସଦନ…


