‘ଜାତୀୟ ହସ୍ତତନ୍ତ ଦିବସ ଆମର ବୁଣାକାରମାନଙ୍କ ଦକ୍ଷତା, ସମର୍ପଣ ଓ ସ୍ଥିରତା ପ୍ରତି ସମ୍ମାନ’
ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱରଠାରେ ଅବସ୍ଥିତ ‘ରେଶାଭବନ’ରେ ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଦ୍ୱାଦଶ ରାଜ୍ୟ ସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ୨୦୨୬ର ଉଦଯାପନୀ ସମାରୋହ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବିଭାଗୀୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି ଯେ ଜାତୀୟ ହସ୍ତତନ୍ତ ଦିବସ ହେଉଛି ଆମର ବୁଣାକାରମାନଙ୍କ ଦକ୍ଷତା, ସମର୍ପଣ ଓ ସ୍ଥିରତା ପ୍ରତି ସମ୍ମାନ। ଓଡ଼ିଶାର ହସ୍ତତନ୍ତ ହେଉଛି ଆମର ପରିଚୟ, ଆମର ସଂସ୍କୃତି ଏବଂ…


